We Believe JesusFé, Esperança e Nova Vida

ଗୀତସଂହିତା 121

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · oriá

← ଗୀତସଂହିତା 120 ଗୀତସଂହିତା ଗୀତସଂହିତା 122 →

1ମୁଁ ପର୍ବତଗଣ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରିବି;

2ମୋହର ସାହାଯ୍ୟ ସଦାପ୍ରଭୁଙ୍କଠାରୁ ଆସେ,

3ସେ ତୁମ୍ଭ ଚରଣକୁ ବିଚଳିତ ହେବାକୁ ଦେବେ ନାହିଁ;

4ଦେଖ, ଯେ ଇସ୍ରାଏଲକୁ ରକ୍ଷା କରନ୍ତି,

5ସଦାପ୍ରଭୁ ତୁମ୍ଭର ରକ୍ଷକ;

6ଦିବସରେ ସୂର୍ଯ୍ୟ, କିଅବା

7ସଦାପ୍ରଭୁ ସମସ୍ତ ଅମଙ୍ଗଳରୁ ତୁମ୍ଭକୁ ରକ୍ଷା କରିବେ;

8ଆଜିଠାରୁ ସଦାକାଳ ସଦାପ୍ରଭୁ ତୁମ୍ଭର ବାହାରେ ଯିବାର

← ଗୀତସଂହିତା 120 ଗୀତସଂହିତା ଗୀତସଂହିତା 122 →