We Believe JesusFé, Esperança e Nova Vida

ଗୀତସଂହିତା 120

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · oriá

← ଗୀତସଂହିତା 119 ଗୀତସଂହିତା ଗୀତସଂହିତା 121 →

1ମୁଁ ଆପଣା ବିପଦରେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲି,

2ହେ ସଦାପ୍ରଭୋ, ମିଥ୍ୟାବାଦୀ ଓଷ୍ଠାଧରରୁ

3ହେ ପ୍ରବଞ୍ଚକ ଜିହ୍ୱେ,

4ବୀରର ତୀକ୍ଷ୍ଣ ତୀର ଓ ରେତମ କାଷ୍ଠର ଅଙ୍ଗାର ସହ ଦଣ୍ଡ ଦେବେ।

5ହାୟ, ହାୟ, ମୁଁ ମେଶକ୍‍ରେ ପ୍ରବାସ କରେ।

6ଶାନ୍ତି ଘୃଣାକାରୀ ଲୋକ ସହିତ

7ମୁଁ ଶାନ୍ତି ଚାହେଁ;

← ଗୀତସଂହିତା 119 ଗୀତସଂହିତା ଗୀତସଂହିତା 121 →