We Believe JesusFé, Esperança e Nova Vida

ଗୀତସଂହିତା 98

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · oriá

← ଗୀତସଂହିତା 97 ଗୀତସଂହିତା ଗୀତସଂହିତା 99 →

1ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର;

2ସଦାପ୍ରଭୁ ଆପଣା ପରିତ୍ରାଣ ଜଣାଇ ଅଛନ୍ତି;

3ସେ ଇସ୍ରାଏଲ ବଂଶ ପକ୍ଷରେ ଆପଣା ଦୟା ଓ ବିଶ୍ୱସ୍ତତା ସ୍ମରଣ କରିଅଛନ୍ତି;

4ସମୁଦାୟ ପୃଥିବୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି କର;

5ବୀଣା ଯନ୍ତ୍ରରେ, ବୀଣା ଓ ଏକତାନ ସ୍ୱରରେ

6ତୂରୀ ଓ ଭେରୀ ନାଦରେ

7ସମୁଦ୍ର ଓ ତହିଁର ପୂର୍ଣ୍ଣତା,

8ନଦ-ନଦୀଗଣ କରତାଳି ଦେଉନ୍ତୁ;

9ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କରନ୍ତୁ,

← ଗୀତସଂହିତା 97 ଗୀତସଂହିତା ଗୀତସଂହିତା 99 →