We Believe JesusFé, Esperança e Nova Vida

ଗୀତସଂହିତା 76

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · oriá

← ଗୀତସଂହିତା 75 ଗୀତସଂହିତା ଗୀତସଂହିତା 77 →

1ପରମେଶ୍ୱର ଯିହୁଦା ମଧ୍ୟରେ ପରିଚିତ ଅଟନ୍ତି;

2ମଧ୍ୟ ଶାଲେମ୍‍ରେ76:2 ଶାଲେମ୍‍ରେ ଯିରୂଶାଲେମରେ ତାହାଙ୍କର ଆବାସ

3ସେଠାରେ ସେ ଧନୁତୀରସବୁ,

4ମୃଗୟାର ପର୍ବତଗଣଠାରୁ ତୁମ୍ଭେ ତେଜୋମୟ ଓ ମହିମାନ୍ୱିତ।

5ସାହସିକଚିତ୍ତମାନେ ଲୁଟିତ ହୋଇଅଛନ୍ତି,

6ହେ ଯାକୁବର ପରମେଶ୍ୱର,

7ତୁମ୍ଭେ, ତୁମ୍ଭେ ହିଁ ଭୟପାତ୍ର

8ତୁମ୍ଭେ ସ୍ୱର୍ଗରୁ ବିଚାରାଜ୍ଞା ଶୁଣାଇଲ;

9ବିଚାର କରିବାକୁ ଉଠିବା ବେଳେ

10ମନୁଷ୍ୟର କ୍ରୋଧ ନିତାନ୍ତ ତୁମ୍ଭର ପ୍ରଶଂସା କରିବ;

11ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ମାନତ କରି ପୂର୍ଣ୍ଣ କର;

12ସେ ଅଧିପତିମାନଙ୍କ ଗର୍ବ ଖର୍ବ କରନ୍ତି;

← ଗୀତସଂହିତା 75 ଗୀତସଂହିତା ଗୀତସଂହିତା 77 →