We Believe JesusFé, Esperança e Nova Vida

ଗୀତସଂହିତା 70

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · oriá

← ଗୀତସଂହିତା 69 ଗୀତସଂହିତା ଗୀତସଂହିତା 71 →

1ହେ ପରମେଶ୍ୱର, ମୋତେ ଉଦ୍ଧାର କରିବା ପାଇଁ ସତ୍ୱର ହୁଅ;

2ମୋହର ପ୍ରାଣ ଅନ୍ୱେଷଣକାରୀମାନେ ଲଜ୍ଜିତ ଓ ହତାଶ ହେଉନ୍ତୁ;

3ଯେଉଁମାନେ “ହଁ, ହଁ” ବୋଲି କହନ୍ତି,

4ଯେଉଁମାନେ ତୁମ୍ଭର ଅନ୍ୱେଷଣ କରନ୍ତି, ସେସମସ୍ତେ ତୁମ୍ଭଠାରେ ଉଲ୍ଲସିତ ଓ ଆନନ୍ଦିତ ହେଉନ୍ତୁ;

5ମାତ୍ର ମୁଁ ଦରିଦ୍ର ଓ ଦୀନହୀନ;

← ଗୀତସଂହିତା 69 ଗୀତସଂହିତା ଗୀତସଂହିତା 71 →