We Believe JesusFé, Esperança e Nova Vida

ଗୀତସଂହିତା 129

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · oriá

← ଗୀତସଂହିତା 128 ଗୀତସଂହିତା ଗୀତସଂହିତା 130 →

1“ମୋʼ ଯୌବନଠାରୁ ମୋʼ ର ଶତ୍ରୁମାନେ ଅନେକ ଥର ମୋତେ କ୍ଳେଶ ଦେଇଅଛନ୍ତି,

2ମୋʼ ଯୌବନଠାରୁ ସେମାନେ ଅନେକ ଥର ମୋତେ କ୍ଳେଶ ଦେଇଅଛନ୍ତି;

3କୃଷକମାନେ ମୋʼ ପୃଷ୍ଠଦେଶରେ ହଳ ବୁଲାଇଲେ;

4ସଦାପ୍ରଭୁ ଧର୍ମମୟ;

5ସିୟୋନକୁ ଘୃଣା କରିବା

6ସେମାନେ ଗୃହର ଛାତ ଉପରିସ୍ଥ ସେହି ତୃଣ ତୁଲ୍ୟ ହେଉନ୍ତୁ,

7ଯଦ୍ଦ୍ୱାରା କଟାଳି ଆପଣା ହସ୍ତ,

8“କିଅବା ସଦାପ୍ରଭୁଙ୍କ ଆଶୀର୍ବାଦ ତୁମ୍ଭମାନଙ୍କ ଉପରେ ବର୍ତ୍ତୁ,

← ଗୀତସଂହିତା 128 ଗୀତସଂହିତା ଗୀତସଂହିତା 130 →