We Believe JesusFé, Esperança e Nova Vida

ଗୀତସଂହିତା 127

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · oriá

← ଗୀତସଂହିତା 126 ଗୀତସଂହିତା ଗୀତସଂହିତା 128 →

1ସଦାପ୍ରଭୁ ଯଦି ଗୃହ ନିର୍ମାଣ ନ କରନ୍ତି,

2ତୁମ୍ଭେମାନେ ଯେ ପ୍ରଭାତରେ ଉଠ

3ଦେଖ, ସନ୍ତାନଗଣ ସଦାପ୍ରଭୁଙ୍କର ଦତ୍ତ ଅଧିକାର

4ଯୌବନର ସନ୍ତାନଗଣ ବୀର ପୁରୁଷର ହସ୍ତସ୍ଥିତ ତୀର ସଦୃଶ।

5ଯାହାର ତୂଣ ତାଦୃଶ ତୀରରେ ପୂର୍ଣ୍ଣ, ସେ ଜନ ସୁଖୀ;

← ଗୀତସଂହିତା 126 ଗୀତସଂହିତା ଗୀତସଂହିତା 128 →