We Believe JesusFé, Esperança e Nova Vida

ପରମ ଗୀତ 1

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · oriá

ପରମ ଗୀତ ପରମ ଗୀତ 2 →

1ଶଲୋମନଙ୍କର ପରମ ଗୀତ।

2ତୁମ୍ଭେ ଆପଣା ମୁଖ-ଚୁମ୍ବନରେ ମୋତେ ଚୁମ୍ବନ କର;

3ତୁମ୍ଭ ସୁଗନ୍ଧି ତୈଳର ସୁବାସ ଉତ୍ତମ;

4ମୋତେ ତୁମ୍ଭେ ଟାଣି ନିଅ; ପୁଣି ଆମ୍ଭେ ତୁମ୍ଭ ପଛେ ପଛେ ଧାଇଁବା;

5ହେ ଯିରୂଶାଲମର କନ୍ୟାଗଣ,

6ମୁଁ କୃଷ୍ଣବର୍ଣ୍ଣା,

7ହେ ମୋʼ ପ୍ରାଣର ପ୍ରିୟତମ,

8ହେ ନାରୀଗଣ ମଧ୍ୟରେ ପରମସୁନ୍ଦରୀ, ଯଦି ତୁମ୍ଭେ ନ ଜାଣ,

9ହେ ମୋହର ପ୍ରିୟେ,

10ତୁମ୍ଭର ଗାଲ ଅଳଙ୍କାରରେ ସଜ୍ଜିତ,

11ଆମ୍ଭେ ତୁମ୍ଭ ପାଇଁ ରୂପା ଭୁଣ୍ଡିଲଗା ସୁବର୍ଣ୍ଣ ବେଣୀ ପ୍ରସ୍ତୁତ କରିବା।

12ରାଜା ଭୋଜନାସନରେ ଉପବିଷ୍ଟ ଥିବା ବେଳେ

13ମୋହର ପ୍ରିୟତମ

14ମୋʼ ପ୍ରିୟତମ

15ହେ ମୋହର ପ୍ରିୟେ, ଦେଖ, ତୁମ୍ଭେ ସୁନ୍ଦରୀ,

16ଦେଖ, ହେ ମୋହର ପ୍ରିୟତମ, ତୁମ୍ଭେ ସୁନ୍ଦର, ହଁ, ତୁମ୍ଭେ ମନୋହର;

17ଏରସ କାଷ୍ଠ ଆମ୍ଭମାନଙ୍କ ଗୃହର କଡ଼ି

ପରମ ଗୀତ ପରମ ଗୀତ 2 →